The Perl Toolchain Summit needs more sponsors. If your company depends on Perl, please support this very important event.
ଓଡ଼ିଆ ଉଇକିପେଡିଆ ଆପଣଙ୍କୁ ସ୍ବାଗତ କରୁଛି। ଏହି ଉନ୍ମୁକ୍ତ ଜ୍ଞାନକୋଷଟି ଇଣ୍ଟରନେଟ ଉପରେ ଆଧାରିତ ଏବଂ ଏହା ବିଶ୍ବର ୫୦ଟି ଭାଷାରେ ଉପଲବ୍ଧ । ଏହାକୁ ଆପଣ ମଧ୍ୟ ବର୍ଦ୍ଧିତ ଓ ପରିବର୍ତିତ କରିପାରିବେ ଏବଂ ଏହାକୁ ଉନ୍ନତ କରିବା ପାଇଁ ନିଜର ଅବଦାନ ଦେଇ ପାରିବେ । ଆପଣଙ୍କ ପସନ୍ଦର ବିଷୟ ଗୁଡିକୁ ଆପଣ ନୂତନ ଭାବେରେ ଯୋଗ କରିପାରିବେ କିମ୍ବା ଏହି ପୃଷ୍ଠାକୁ ସମ୍ପାଦନ କରି ଏହା ସହିତ ଯୋଗ କରିପାରିବ । ସମସ୍ତ ପାଠ ଗୁଡିକ GNU ମୁକ୍ତ ଦଲିଲକରଣ ଲାଇସେନ୍ସର ସର୍ତ୍ତ ଅଧୀନରେ ଉପଲବ୍ଧ । ତଥାପି, ଆପଣ ଏହାକୁ ମୁକ୍ତ ଭାବେର ଇଲେକ୍ଟ୍ରୋନିକ୍ସ ପ୍ରିଣ୍ଟ୍ କିମ୍ବା ଅନ୍ୟାନ୍ୟ ପ୍ରିଣ୍ଟର ମାଧ୍ୟମରେ ବ୍ୟବହାର କରିପାରିବ ।
ଓଡ଼ିଆ ଉଇକିପେଡିଆରେ ଏ ପର୍ଯ୍ୟନ୍ତ ୫୫୩ଟି ପ୍ରସଙ୍ଗ ଯୋଗ କରାଯାଇଛି।
ଉଇକିପେଡିଆର ଓଡ଼ିଆ ସଂସ୍କରଣର କାର୍ଯ୍ୟ ପ୍ରଥମ ଥର ପାଇଁ ୨୦୦୪ ମସିହାରେ ପ୍ରାରମ୍ଭ ହୋଇଥିଲା ଏହା ଏବେ ମଧ୍ୟ ନିର୍ମାଣଧୀନ । ଆମେ ଏହା ଆଶା କରୁଛୁ ଯେ ବ୍ୟବାହାରକାରୀ ମାନେ ଏହାକୁ ସମୃଦ୍ଧ କରିପାରିବେ । ଓଡ଼ିଆ ଉଇକିପେଡିଆରେ ଆପଣ କିଛି ଯୋଗ କିମ୍ବା ସମ୍ପାଦନା କରିବା ପାଇଁ ଚାହିଁଲେ, ସର୍ବ ପ୍ରଥମେ ଆପଣଙ୍କ ନିକଟରେ ଗୋଟିଏ ୟୁନିକୋଡ୍ ଭିତ୍ତିକ ଓଡ଼ିଆ ଅନ୍ତରା ପୃଷ୍ଠ ଥିବା ଉଚିତ୍ । ଏହା ମୁକ୍ତ ସଙ୍କେତ ହୋଇଥିବାରୁ ଏହାକୁ ଆପଣ ଇଣ୍ଟରନେଟରୁ ମାଗଣାରେ ପାଇପାରିବେ । ଆପଣ ଇଂରାଜୀ ଉଇକିପେଡିଆକୁ ଅନୁବାଦ କରି କିମ୍ବା ନିକଟ ଅତୀତରେ ହୋଇଥିବା ଗୁରୁତ୍ଵପୂର୍ଣ୍ଣ ଘଟଣା ମାନଙ୍କୁ ଯୋଗ କରି, ଓଡ଼ିଆ ୱିକିପେଡିଆକୁ ସମୃଦ୍ଧ କରିପାରିବ । କୌଣସି ନୂତନ ପାଠ୍ୟ ଯୋଗ କରିବା ପୂର୍ବରୁ ଆପଣଙ୍କୁ ଏହା ଧ୍ୟାନ ରଖିବା ପାଇଁ ହେବ ଯେ, ଏହି ପୃଷ୍ଠାରେ ଅନ୍ୟ ବ୍ୟବାହାରକାରୀ ମାନଙ୍କ ପାଇଁ ସମ୍ପାଦନର ସୁଯୋଗ ରହିବା ଉଚିତ । କୌଣସି ବିଷୟବସ୍ତୁର ସ୍ବତଃ ସଂରକ୍ଷଣ ଉଇକିପେଡିଆର ନିୟମକୁ ଅବମାନନା କରିଥାଏ । ବ୍ୟବାହାରକାରୀ ମାନେ କେବଳ ତାଙ୍କର ନିଜ ଲେଖାକୁ ସମ୍ପାଦନ କରିପାରିବେ । ଉଇକିପେଡିଆର ନିୟମ, କର୍ମ ପଦ୍ଧତି ଏବଂ ଅନ୍ୟାନ୍ୟ ସୂଚନା ପାଇଁ Wikipedia:ଆଲୋଚନା ସଭା-- କୁ ଯାଇ ଆଲୋଚନା କରନ୍ତୁ।

୦୧୨୩୪୫୬୭୮୯